ଭିଡ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରେ ରିଂ ରୋଡ

୬୯୦ ଏକର ଘରୋଇ ଜମି ବାଧକ ସାଜିପାରେ: ଟିପି ସ୍କିମ୍‌ ଉପରେ ରିଂ ରୋଡ୍‌ ଭାଗ୍ୟ ଭୁବନେଶ୍ୱର : ରାଜଧାନୀରେ ଦେଖାଯାଉଥିବା ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଯାତାୟତକୁ ସହଜ କରିବା ପାଇଁ ବିଡିଏ ପକ୍ଷରୁ ରାଜଧାନୀକୁ ବଳୟ କରି ଯୋଜନା ହୋଇଛି ରିଂ ରୋଡ୍‌। କଟକ ସହର ଯେପରି ରିଂ ରୋଡ୍‌ ଭିତରେ ଅଛି ସେହିପରି ରିଂ ରୋଡ୍‌ ଭୁବନେଶ୍ୱର ପାଇଁ ନିର୍ମାଣ କରିବାକୁ ଯୋଜନା ହୋଇଛି। … Continue reading ଭିଡ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରେ ରିଂ ରୋଡ